30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୨୧ କୋଟିର ହେରୋଇନ ଜବତ, ୩ ଗିରଫ

୨୧ କୋଟିର ହେରୋଇନ ଜବତ, ୩ ଗିରଫ

ଗୁଆହାଟୀ: ଆସାମ ପୁଲିସ ରବିବାର ରାତିରେ ଗୁଆହାଟୀ ସହର ଉପକଣ୍ଠସ୍ଥ ଜୋରାବାତ୍ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୨୧ କୋଟି ଟଙ୍କାର ହେରୋଇନ ଜବତ କରିଛି । ଅଭିଯୁକ୍ତମାନେ ୨.୫୨୭ କିଲୋ ଓଜନର ଏହି ହେରୋଇନକୁ ୧୯୮ଟି ସାବୁନ ଖୋଳରେ ଭର୍ତ୍ତିକରି ଅନ୍ୟତ୍ର ଚାଲାଣ କରୁଥିବାବେଳେ ଧରାପଡିଛନ୍ତି । ଅଭିଯୁକ୍ତମାନେ ମଣିପୁର ବାସିନ୍ଦା ବୋଲି ପୁଲସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking