25.1 C
Bhubaneswar
Tuesday, April 29, 2025
Homeଓଡିଶା ବିରୋଧୀଙ୍କ ପ୍ରବଳ ହଙ୍ଗାମା : ୪ଟା ଯାଏଁ ଗୃହ ମୁଲତବି

 ବିରୋଧୀଙ୍କ ପ୍ରବଳ ହଙ୍ଗାମା : ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖାଦେଇଛି । ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି ସୁରମା ପାଢୀ ।  ଅନ୍ୟପଟେ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖାଯିବାରୁ ୧୨ଟା ଯାଏଁ ଗୃହ ମୁଲତବି ଘୋଷଣା  କରାଯାଇଥିଲା   ା ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ  ହଟ୍ଟଗୋଳ  କରିଛନ୍ତି  ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking