କୋରାପୁଟ: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ୨୪ ଘଣ୍ଟାରେ ରାଜ୍ୟରେ ୨୩.୭ ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୬.୯ ତୁଳନାରେ ୨୪୨% ଅଧିକ ବର୍ଷା ହୋଇଛି । କୋରାପୁଟ ସହରରେ ସର୍ବାଧିକ ୧୬୮ ମିଲିମିଟର ବର୍ଶା ରେକର୍ଡ ହୋଇଥିବା ଜଣାପଡିଛି । ନନ୍ଦପୁରରେ ୧୩୭, ସେମିଳିଗୁଡା ୧୦୩,ଜୟପୁର ୧୦୦.୮ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି ।