24.1 C
Bhubaneswar
Sunday, October 20, 2024
Homeଓଡିଶାଉପର ମୁଣ୍ଡରେ ଲଗାଣ ବର୍ଷା, ଅପରାହ୍ନ ୪ଟାରେ ହୀରାକୁଦ ଖୋଲିବ ୨ଟି ଗେଟ୍

ଉପର ମୁଣ୍ଡରେ ଲଗାଣ ବର୍ଷା, ଅପରାହ୍ନ ୪ଟାରେ ହୀରାକୁଦ ଖୋଲିବ ୨ଟି ଗେଟ୍

ସମ୍ବଲପୁର : ଖୋଲିବ ହୀରାକୁଦର ୨ଟି ଗେଟ୍। ଆଜି ଅପରାହ୍ ଣ ୪ଟାରେ ଖୋଲାଯିବ ଜଳଭଣ୍ଡାରର ଗେଟ୍। ଲଗାଣ ବର୍ଷା ଯୋଗୁଁ ଉଭୟ ପାର୍ଶ୍ବର ଗୋଟିଏ ଲେଖାଏଁ ଗେଟ୍ ଖୋଲାଯିବା ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଜଳଭଣ୍ଡାର। ଫଳରେ ୨ଟି ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି।

ସମୂହ ଛୁଟିରେ ଯିବେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ: ୫୦ ହଜାର ସ୍କୁଲରେ ପଡ଼ିବ ତାଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking