40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୬ ଜିଲ୍ଲାରେ ପ୍ରବଳ ଜାଡ

୬ ଜିଲ୍ଲାରେ ପ୍ରବଳ ଜାଡ

ଭୁବନେଶ୍ୱର: ୭ ତାରିଖ ପାଇଁ ୬ ଜିଲ୍ଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା । ଗୋଟିଏ କିମ୍ବା ୨ଟି ସ୍ଥାନରେ ଅତିପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ସୂଚନା ମଧ୍ୟ ରହିଛି । କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କୁହୁଡି ହେବା ସମ୍ଭାବନା ରହିଛି । ୬ରୁ ୭ ମଧ୍ୟରେ ମୟୁରଭଂଜ, କେନ୍ଦୁଝରରେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଛି । ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପିନ୍ଧନ୍ତୁ । ନିହାତି ଆବଷ୍ୟକ ନଥିଲେ ଘରୁ ବାହାରନ୍ତୁନି । ଗୃହପାଳିତ ପଶୁଙ୍କୁ ମଧ୍ୟ ଖୋଲାସ୍ଥାନରେ ନରଖି ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking