36.1 C
Bhubaneswar
Sunday, June 16, 2024
Homeଓଡିଶାଦୁହିଁଙ୍କୁ ବଞ୍ଚାଇଲେ , ନିଜ ଜୀବନ ଚାଲିଗଲା

ଦୁହିଁଙ୍କୁ ବଞ୍ଚାଇଲେ , ନିଜ ଜୀବନ ଚାଲିଗଲା

ଦିଗପହଣ୍ଡି : ଗଣିଆ ନାଳ ଗାଁରେ କୂଅ ସଫା ବେଳେ ଅଘଟଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି । ଅଣନିଶ୍ୱାସୀ ୨ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯାଇଥିବା ଉଦ୍ଧାରକାରୀ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅଗ୍ନିଶ୍ରମ ବାହିନୀ ପହଞ୍ଚି କୂଅ ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାରକାରୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

 

ସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମଧ୍ୟବିତ୍ତଙ୍କୁ ଫୋକସ କଲେ ନବୀନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking