28.1 C
Bhubaneswar
Tuesday, July 22, 2025
Homeଓଡିଶାସ୍ତ୍ରୀକୁ ମାରୁଥିଲା,ନାବାଳିକା ମାରିଦେଲା

ସ୍ତ୍ରୀକୁ ମାରୁଥିଲା,ନାବାଳିକା ମାରିଦେଲା

ରାୟଗଡା: ସ୍ତ୍ରୀକୁ ମାରିବାକୁ ଯାଇ ନାବାଳିକାକୁ ମାରିଦେଲା ସ୍ୱାମୀ । ସ୍ୱାମୀ ସ୍ତ୍ରୀକୁ ପୀଙ୍ଗିଥିବା ଇଟାମାଡରେ ପାଖରେ ଥିବା ନାବାଳିକା ମୃତ ହୋଇଥିବା ଜଣାପଡିଛି । ଏକ ବିବାହ ଭୋଜିକୁ ଯାଇଥିବା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳରୁ ପିଟାପିଟି ପରେ ସ୍ତ୍ରୀକୁ ଲକ୍ଷ୍ୟ କରି ଇଟା ଫୀଙ୍ଗିଥିଲା ସ୍ୱାମୀ । କୁରୁମପେଟାରେ ଅଘଟଣ,ଅଭିଯୁକ୍ତ ସ୍ୱାମୀ ଚାନ୍ଦିଲି ଥାନାରେ ଅଟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking