31.1 C
Bhubaneswar
Tuesday, June 17, 2025
Homeଓଡିଶାଆଇଗିଣିଆ ଓଭର ବ୍ରିଜ ଦବିବା ଘଟଣା : ଏନଏଚଏଆଇକୁ ଦୋଷ ଦେଲା ବିଏମ୍‌ସି

ଆଇଗିଣିଆ ଓଭର ବ୍ରିଜ ଦବିବା ଘଟଣା : ଏନଏଚଏଆଇକୁ ଦୋଷ ଦେଲା ବିଏମ୍‌ସି

ଭୁବନେଶ୍ୱର : ଆଇଗିଣିଆ ଓଭର ବ୍ରିଜ ଦବିବା ଘଟଣା । ଓଭର ବ୍ରିଜ ଦବିବା ନେଇ ଏନଏଚଏଆଇକୁ ଦୋଷ ଦେଲା ବିଏମ୍‌ସି । ନିମ୍ନମାନର କାମ ହୋଇଥିବା ବିଏମ୍‌ସି ଅଭିଯୋଗ କରିଛି । ଓଭରବ୍ରିଜ ନିର୍ମଆଣର ୬ମାସରେ ଦବିବା ଆଶ୍ଚର୍ଯ୍ୟଜନକ ବୋଲି କହିଲା ବିଏମ୍‌ସି । ଟେକ୍ନିକାଲ ଟିମ ଯାଞ୍ଚ କରିବାକୁ ମେୟର ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking