ଭୁବନେଶ୍ୱର: ଆଦିବାସୀଙ୍କ ଜମି କିଣା ବିକା ପ୍ରସଙ୍ଗରେ ଜୁଏଲ ଓରାମଙ୍କ କଡା ମନ୍ତବ୍ୟ । ନିଆଁ ସହ ଖେଳୁଛନ୍ତି ସରକାର କହିଲେ ସାଂସଦ ଜୁଏଲ ଓରାମ । ଜନଜାତିର ସମସ୍ୟାକୁ ସରାକର ଗମ୍ଭୀରତାର ସହ ନେବା ଦରକାର । କ୍ୟାବିନେଟ୍ ନିଷ୍ପତ୍ତିକୁ ଗେଜେଟ୍ ନୋଟିଫିକେସନ ଜରିଆରେ ପ୍ରକାଶ କରନ୍ତୁ । ଟ୍ରାଇବାଲ ଆଡଭାଇଜରି କମିଟିକୁ ପଠାଇ ଆମକୁ ଭକୁଆ ବନାନ୍ତୁ ନାହିଁ । ଏହାର ଉତ୍ତର ସରକାର ଆଦିବାସୀଙ୍କ ଠାରୁ ପାଇବେ ବୋଲି କହିଛନ୍ତି ଜୁଏଲ ।