29.1 C
Bhubaneswar
Saturday, July 27, 2024
Homeଓଡିଶା୧୬୦ ଦାଗୀଙ୍କ ଉପରେ ରହିବ ନଜର: ଡିସିପି

୧୬୦ ଦାଗୀଙ୍କ ଉପରେ ରହିବ ନଜର: ଡିସିପି

ଭୁବନେଶ୍ୱର: ରାଜଧାନୀରେ ଲୁଟେରାରାଜ ପରେ କମିଶନେରଟ ପୋଲିସ ଆକ୍ଟିଭ । ପୁରୁଣା ବାଗୀଙ୍କ ଉପରେ ନଜର ରହିଛି ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂ । ୧୬୦ ଦାଗୀ ଜେଲ୍ ଫେରାନ୍ତାଙ୍କୁ ଚିହ୍ନଟ କରି ନଜର ରଖିଛି ପୋଲିସ । ପୂଜା ସମୟରେ ବାହାର ରାଜ୍ୟର ଗ୍ୟାଙ୍ଗ ସହରକୁ ପଶିଥିବା ସନ୍ଦେହ । ଖୁବଶୀଘ୍ର ସ୍ପେଶାଲ ଡ୍ରାଇଭ୍ କରାଯାଇ ଲୁଟେରା ଗ୍ୟାଙ୍ଗ ଧରାଯିବ ବୋଲି କହିଛନ୍ତି ଡିସିପି ।

ନିଆଁ ସହ ଖେଳୁଛନ୍ତି ସରକାର: ଜୁଏଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking