26.1 C
Bhubaneswar
Tuesday, September 17, 2024
Homeଓଡିଶାସରକାରୀ ଶିକ୍ଷାନୁଷ୍ଠାନ ଦୟନୀୟ ସ୍ଥିତିରେ ଅଛି: ଅନିଲ ବିଶ୍ୱାଳ

ସରକାରୀ ଶିକ୍ଷାନୁଷ୍ଠାନ ଦୟନୀୟ ସ୍ଥିତିରେ ଅଛି: ଅନିଲ ବିଶ୍ୱାଳ

ଭୁବନେଶ୍ୱର: ଘରୋଇ ଶିକ୍ଷାନୁଷ୍ଠାନ ପ୍ରୀତିକୁ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କୁ ମୁଖ୍ୟପାତ୍ର ଅନିଲ ବିଶ୍ୱାଳଙ୍କ ଟାର୍ଗଟ୍ । ସରକାରୀ ଶିକ୍ଷାନୁଷ୍ଠାନ ଦୟନୀୟ ସ୍ଥିତିରେ ଅଛି । ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର କରିବାକୁ ଯାଉଛନ୍ତି । ମାଗଣା ଜମି ସହ ୩୦୦ କୋଟି ଟଙ୍କା ଦେଇଛନ୍ତି ସରକାର । ବ୍ୟୟବହୁଳ କୋର୍ସ ଫି ଯୋଗୁଁ ଆଡମିଶନ କରିପାରିବେ ନାହିଁ । କାହିଁକି ପିଏମ୍ ଶ୍ରୀ, ପିଏକ୍ ଋଷା, ମେରିଟ ଯୋଜନା ଲାଗୁ କରୁନାହାନ୍ତି । ପ୍ରଧାନମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କ ଲୋକପ୍ରିୟତା ବଢିଯିବ ବୋଲି ଲାଗୁ କରୁନାହାନ୍ତ ବୋଲି କହିଛନ୍ତି ଅନିଲ ବିଶ୍ୱାଳ ।

ତେଲେଙ୍ଗାନାରେ ରେବାନ୍ତ ସରକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking