ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ପଦକ୍ଷେପ । ଏନଏଚରୁ ହଟିବେ ଗୋରୁ ଗାଈ । ପରିବହନ ବିଭାଗ , ଏନଏଚଆଇ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ । ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ । ରାସ୍ତା କଡରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା । ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ । ନଜର ରଖିବେ ସ୍ଥାନୀୟ ଏସପି । ପ୍ରତି ବ୍ଲକରେ ଗୋଶାଳା ଖୋଲିବା ପାଇଁ ଯୋଜନା କରାଯାଇଛଇ କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।










