28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଗୋଆ: ୧୭ ସିଟ୍‌ରେ ବିଜେପି ଆଗୁଆ

ଗୋଆ: ୧୭ ସିଟ୍‌ରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ଗୋଆରେ ମୋଟ୍ ୪୦ ବିଧାନସଭା ଆସନ ମଧ୍ୟରୁ ଏଠାରେ ମଧ୍ୟ ବିଜେପି ୧୭ ସିଟ୍‌ରେ ଆଗୁଆ ଚାଲିଛି । କଂଗ୍ରେସକୁ ୧୨ ସିଟ୍ ମିଳିଥିବା ବେଳେ ଟିଏମ୍‌ସିକୁ ୪, ଆପ୍‌କୁ ୩ ଏବଂ ଅନ୍ୟାନ୍ୟ ଦଳ ୪ ସିଟ୍‌ରେ ଆଗୁଆ ରହିଥିବା ଜଣାପଡ଼ିଛି । ତେବେ ଗୋଆରେ ସରକାର ଗଢ଼ିବା ପାଇଁ ୨୧ ସିଟ୍ ଆବଶ୍ୟକତା ଥିବା ବେଳେ ଅପରାହ୍ଣ ସୁଦ୍ଧା ବିଜେପି ବାକି ସିଟ୍ ହାତେଇବ ବୋଲି ଆଶଙ୍କା କରାଯାଉଛି । ଗତ ୨୦୧୭ ଭଳି ଚଳିତଥର ମଧ୍ୟ ଏଠାରେ ବିଜେପି ସରକାର ଗଢ଼ିବ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking