21.1 C
Bhubaneswar
Thursday, January 23, 2025
Homeଅପରାଧପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଗଣଦୁଷ୍କର୍ମ

ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଗଣଦୁଷ୍କର୍ମ

କୂଚଣ୍ଡା: ପ୍ରେମିକ ସାମ୍ନାରେ ପ୍ରେମିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ମହୁଲିପାଲି ଥାନା ଅଞ୍ଚଳ ଘଟଣା । ୪ ଅଟକ। ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ। ଦିନକୁ ଦିନ ମହିଳାଙ୍କ ପ୍ରତି ଘଟୁଛି ଦୁଷ୍କର୍ମ , ଗଣଦୁଷ୍କର୍ମ ସହ ନିର୍ଯ୍ୟାତନା। ପ୍ରତ୍ୟକ ଦିନ ମହିଳା ସମେତ ନାବାଳିକା ଙ୍କ ପ୍ରତି ଦୁଷ୍କର୍ମ ଘଟୁଥିବା ଖବର ସାମ୍ନାକୁ ଆସୁଛି। ଏହି ପରିପେକ୍ଷରେ ପୁଣି ଆଜି ଲଜ୍ୟାଜନକ ଓ ଦୁଃଖଦ ଖବର ସାମ୍ନାକୁ ଆସିଛି। ପରିବାର ଲୋକେ ଆଣିଛନ୍ତି ଦୁଷ୍କର୍ମର ଅଭିଯୋଗ । ତେବେ ସୂଚନା ମୁତାବକ ପ୍ରେମିକ ଆଗରେ ପ୍ରେମିକକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking