27.1 C
Bhubaneswar
Thursday, December 26, 2024
Homeବ୍ରେକୀଙ୍ଗରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ : ୨ ମୃତ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ : ୨ ମୃତ

ରାଉରକେଲ। : ଆରଏସପିରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏଠାରେ ଗ୍ୟାସ ଲିକ ହୋଇ ୪ କର୍ମଚାରୀ ଗୁରୁତର ହୋଇପଡ଼ିଥିଲେ । ତେବେ ଏଥିରେ ୧୦ ଜଣ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଥିରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଷ୍ଟିଲ ପ୍ଲାଣ୍ଟର କୋଲ କେମିକାଲ ବିଭାଗରେ ଗ୍ୟାସ ଲିକ ହୋଇଥିଲା । ତେବେ ଅସୁସ୍ଥ କର୍ମଚାରୀ ମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ତେବେ ଗ୍ୟାସ ଲିକ କ’ଣ ପାଇଁ ହୋଇଛି ତାହା ଏବେଯାଏଁ ସ୍ପଷ୍ଟ ହୋଇପାରିନାହିଁ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking