31.1 C
Bhubaneswar
Wednesday, May 8, 2024
Homeଅପରାଧବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ

ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ, କୋକିରି ଗୁଡା ଛକ ଠାରେ ସେମିଲିଗୁଡା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ହଜାର କେଜି ଏକ ଟନ ଗଞ୍ଜେଇକୁ ଜବତ କରିବା ସହ ଏକ ଧଳାରଙ୍ଗର ପିକଅପ ଭ୍ୟାନ୍‌ ଗାଡି ନମ୍ବର ଓଆର୧୦ ଇ ୬୫୪୮ ଏବଂ ଏକ ନାଲି ରଙ୍ଗର ଗ୍ଲାମର ବାଇକ ଓଡ଼ି ଜେ୭୮୮୫ସହ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ସେମାନେ ହେଲେ ପରମେଶ ଓରଫ ଦିପୁ କୁନ୍ଦୁଲି ହାଇଥିବାବେଳେ, ପଟ୍ଟାଙ୍ଗି ବ୍ଲକ ମଳିପୁଟ ପୁକାଳୀ କାର୍ତିକ ଛୋପାଡ଼ି, ପରଜା ବୂଦା ନାନ୍ଦକା ନନ୍ଦପୁର ବ୍ଲକ, ଶ୍ୟାମ ଭୋଇ, ଗୋପାଳ ଭୋଇ, ଦାମ ଭୋଇ, ବୋଲି ଜଣା ପଡିଛି । ଏହି ପାଞ୍ଚ ଜଣଙ୍କଙ୍କୁ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି । ଗଞ୍ଜେଇର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସେମିଲିଗୁଡା ଆଇ. ଆଇ.ସି. ଧିରେନ ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking