25.1 C
Bhubaneswar
Thursday, May 22, 2025
Homeଓଡିଶା୪ ଘଣ୍ଟା ପରେ ଚୌଧୁରୀ ବଜାରରେ ନିଆଁ ଆୟତ୍ତ

୪ ଘଣ୍ଟା ପରେ ଚୌଧୁରୀ ବଜାରରେ ନିଆଁ ଆୟତ୍ତ

କଟକ: ପ୍ରାୟ ୪ ଘଣ୍ଟା ପରେ ଚୌଧୁରୀ ବଜାରରେ ନିଆଁ ଆୟତ୍ତ ହୋଇଥିବା ସୂଚନା । ୯ଟି ଅଗ୍ନିଶମ ଟିମର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ ଏକ ପୁରୁଣା ବିଲ୍ଡିଂରେ ଲାଗିଥିଲା ନିଆଁ । ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ ଲୁଗା ଦୋକାନରେ ଲାଗିଥିଲା ନିଆଁ । ଗ୍ରାଉଣ୍ଡ ଫ୍ଲୋରର ପରେ ଉପର ୨ ମହଲାକୁ ବ୍ୟାପିଥିଲା ନିଆଁ । ଦୋକାନଟି ଜଳିପୋଡି ସମ୍ପର୍ଣ୍ଣ ଛାରଖାର ହୋଇଯାଇଥିବା ବେଳେ ବହୁତ ଗୁଡିଏ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସୂଚନା ରହିଛି । ସକାଳେ ଲୋକଙ୍କ ଭିଡ ନଥିବାରୁ ଇଙ୍ଗ ଅଘଟଣା ଟଳିଲା । ନିକଟରେ ଥିବା ଅନ୍ୟ ସବୁ ବିଲ୍ଡିଂ ମଧ୍ୟ ସୁରକ୍ଷିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking