27.1 C
Bhubaneswar
Sunday, September 8, 2024
Homeଓଡିଶାପୂର୍ଵତନ ସାଂସଦ ଅନାଦି ଦାସଙ୍କ ପରଲୋକ

ପୂର୍ଵତନ ସାଂସଦ ଅନାଦି ଦାସଙ୍କ ପରଲୋକ

ଯାଜପୁର : ଯାଜପୁର. ଲୋକ ସବା ନିର୍ବାଚନ ମଣ୍ଡଳୀ ର ପୂର୍ଵ ତନ ସାଂସଦ ଅନାଦି ଦାସ ଙ୍କ 92ବର୍ଷ ରେ ପରଲୋକ ଘଟିଛି ସେ କଂଗ୍ରେସର ବରିଷ୍ଠ ନେତା ଯାଜପୁର ଜିଲ୍ଲାର ଜନ ପ୍ରିୟ ନେତା ଓ ମିଷ୍ଟ ଭାସି ଥିଲେ ତାଙ୍କ ର ମୃତ୍ୟୁ ଖବର ପଚାରିତ ହେବା ଫଳରେ ସମଗ୍ର ଜିଲ୍ଲା ରେ ଶୋକ ଛାୟା ଖେଳି ଯାଇଛି l

ସ୍ବର୍ଗତ ଅନାଦି ସାହୁ ଯାଜପୁର ଲୋକସଭା ଆସନରୁ ୫ ଥର ନିର୍ବାଚିତ ହୋଇଥିଲେ। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ଭିପି ସିଂହ, ଚନ୍ଦ୍ରଶେଖର ଓ ପିଭି ନରସିଂହ ରାଓଙ୍କ ସମୟରେ ଶ୍ରୀ ସାହୁ ଯାଜପୁରରୁ ସାଂସଦ ହୋଇ ସଂସଦରେ ପ୍ରତିନିଧିତ୍ବ କରିଥିଲେ। ସେ କଂଗ୍ରେସ ଟିକେଟରେ ୧୯୭୧, ୧୯୮୦ ଏବଂ ୧୯୮୪ ମସିହାରେ ନିର୍ବାଚିତ ହୋଇଥିଲେ। ସେହିପରି ଜନତା ଦଳ ଟିକେଟରେ ୧୯୮୯ ଓ ୧୯୯୧ ମସିହାରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ପୂର୍ବତନ ସାଂସଦ ଅନାଦି ଚରଣ ଦାସ ଅବିଭକ୍ତ କଟକ ଜିଲ୍ଲା ବିଜିପୁରରେ ୧୯୩୫ ମସିହା ଜାନୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking