ଭୁବନେଶ୍ୱର: ଶିମିଳିପାଳ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ଘଟଣା । ଝାଡଖଣ୍ଡ ମୂଷାବଣିରୁ ମୁଖ୍ୟ ଅଭିଯୁକ୍ତ ସମେତ ୨ ଶିକାରୀ ଗିରଫ । ମୋଟ ୨୬ ଜଣ ଚିହ୍ନଟ ହୋଇଛନ୍ତି । ସେଥିରୁ ୭ ଜଣ ଗିରଫ । ମୟୁରଭଞ୍ଜ ଇନଚାର୍ଜ ଏସପି ସାଗରିକା ନାଥଙ୍କ ସୂଚନା ।