ରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ

ମସ୍କୋ: ରୁଷ୍‌-ୟୁକ୍ରେନ ଯୁଦ୍ଧ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି। ଏହି ଦୁଇ ଦେଶ ଲଗାତାର ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ରୁଷ୍‌ର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। କିଛିଦିନ ପୂର୍ବରୁ ରୁଷ୍‌ର ରାଷ୍ଟ୍ରପତି ଭବନ କ୍ରେମଲିନର ଗମ୍ବୁଜ ଉପରେ ଡ୍ରୋନ୍‌ କ୍ରାସ୍‌ ହୋଇଥିବା ବେଳେ ଏବେ ପୁଣି ଏକାଧିକ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରାଯାଇଛି। ତେବେ କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। … Continue reading ରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ