28.1 C
Bhubaneswar
Tuesday, May 21, 2024
Homeଓଡିଶାତାଳସାହି ପାହାଡରେ ନିଆଁ, ଆୟତ୍ତ ପାଇଁ ବନ ବିଭାଗର ଉମଦ୍ୟ ଜାରି

ତାଳସାହି ପାହାଡରେ ନିଆଁ, ଆୟତ୍ତ ପାଇଁ ବନ ବିଭାଗର ଉମଦ୍ୟ ଜାରି

ଭୁବନେଶ୍ୱର:ହୁତ ହୁତ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇ ଦିନ ନୁହେଁ ୭ରୁ ୮ ଦିନ ହେଲା ଜଙ୍ଗଲରେ ନିଆଁ ଲାଗି ଗଛପତ୍ର ପୋଡି ପାଉଁଶ ହୋଇଗଲାଣି । ରଣପୁର ବରଡା ଗାଁ ନିକଟ ତାଳସାହି ପାହାଡରେ ଭୟାବହ ନିଆଁ । କିଛି ଦିନ ହେଲା ଗାଁର ଲୋକଙ୍କ ସହ ବନବିଭାଗ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ହେଲେ ସେହି ନିଆଁ କୁହୁଳି କୁହୁଳି ଏବେ ପୁଣି ଜୋରରେ ଧରିଛି । ପବନ ବହୁଥିବା ବେଳେ ଏହି ନିଆଁ କୁହୁଳି ସବୁଆଡେ ବ୍ୟାପିବାରେ ଲାଗିଛି । ଜଙ୍ଗଲ ନିଆଁ ବଢୁଥିବାରୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ । ନିଆଁ କୁହୁଳି ବ୍ୟାପିବାରେ ଲାଗିଥିବା ବେଳେ ଏବେ ସୁଦ୍ଧା ଆୟତ୍ତ କରାଯାଇପାରୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking