29.1 C
Bhubaneswar
Friday, May 17, 2024
Homeଓଡିଶାପଳାଶୁଣିରେ ହେବ ଫୁଟ ଓଭର ବ୍ରିଜ: ଅପରାଜିତା

ପଳାଶୁଣିରେ ହେବ ଫୁଟ ଓଭର ବ୍ରିଜ: ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣିରେ ଖୁବଶିଘ୍ର ଆରମ୍ଭ ହେବ ଫୁଟ ଓଭର ବ୍ରିଜ । ବାର୍ଷିକ ରିର୍ପୋଟ ଉପସ୍ଥାପନା ବେଳେ ସାଂସଦ ଅପରଜିତା ଷଢଙ୍ଗୀ ସୂଚନା ଦେଇଛନ୍ତି । ଅଗଷ୍ଟ ୧ରୁ ସତସଙ୍ଗ ବିହାରରେ ଫୁଟ୍ ଓଭର ବ୍ରିଜ କାମ ଆରମ୍ଭ ହେବ । ହଂସପାଳ ପ୍ଲାଏ ଓଭର ୬୫% ସରିଛି,୩୧ ଡିସେମ୍ବର ସୁଦ୍ଧା କାମ ସରିବ । ଏନଏଚଏଆଇ ଦ୍ୱାରା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୬୪୬୨ କୋଟିର କାମ ଚାଲିଛି । ଆସନ୍ତା ସପ୍ତାହରେ ଖୋର୍ଦ୍ଧା ବାଇପାସ ରୋଡ କାମ ଆରମ୍ଭ ହେବ ।

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ: ନାଉରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking