27.1 C
Bhubaneswar
Friday, October 18, 2024
Homeଓଡିଶାବାଲିଯାତ୍ରାରେ ସିଏମସିର ଖାଦ୍ୟ ଯାଞ୍ଚ

ବାଲିଯାତ୍ରାରେ ସିଏମସିର ଖାଦ୍ୟ ଯାଞ୍ଚ

କଟକ : ବାଲିଯାତ୍ରାରେ ବିକ୍ରୀ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ବାସି ଖାଦ୍ୟ। କଟକ ମହାନଗର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ବାଲିଯାତ୍ରା ପଡିଆରୁ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଯାଇ ଥିବା ବେଳେ ଆଜି ମଧ୍ୟ ଦୁଇ କୁଇଣ୍ଟାଲ ବାସି ଖାଦ୍ୟ ନଷ୍ଟ କରାଗଲାଣି। ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗ ଟିମ ଚଢ଼ାଉ କରି ବାସି ଓ ଅପମିଶ୍ରିତ ଖାଦ୍ୟ ନଷ୍ଟ କରୁଛନ୍ତି।

ବଙ୍ଗୋପସାଗରପରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking