30.1 C
Bhubaneswar
Saturday, May 4, 2024
Homeଓଡିଶାଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀ ଅଟକ

ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀ ଅଟକ

ଚାନ୍ଦିପୁର: ଚାନ୍ଦିପୁର ଡିଆରଡିଓର ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇଛି ସ୍ପେଶାଲ ସ୍କାର୍ଡ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ ଅଟକ ରଖିଥିବା ସୂଚନା ମିଳିଛି । ଆଜି ସକାଳେ ଡିଆରଡିଓ ଗେଟ ସମ୍ମୁଖରୁ ଉଠାଇ ଆଣିଥିବା ସୂଚନା ମିଳିଛି । ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ କରୁଥିବା ଅଭିଯୋଗରେ ଅଟକ ରହିଛନ୍ତି । ବାଲେଶ୍ୱର ସଦର ଥାନାରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ସଦର ଥାନାରେ ପୂର୍ବାଂଚଳ ଆଇଜି ଏବଂ ବାଲେଶ୍ୱର ଏସପି ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking