34.1 C
Bhubaneswar
Thursday, March 20, 2025
Homeଓଡିଶାଫେବୃଆରୀ ୧୪ରୁ ‘ମତ୍ସ୍ୟ - ପ୍ରାଣୀ ସମାବେଶ’ : ମନ୍ତ୍ରୀ

ଫେବୃଆରୀ ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ’ : ମନ୍ତ୍ରୀ

ଭୁବନେଶ୍ୱର : ଫେବୃଆରୀ ୧୪ରୁ ମତ୍ସ୍ୟ – ପ୍ରାଣୀ ସମାବେଶ ଓଡିଶା ୨୦୨୫ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗୋକୁଳା ନନ୍ଦ ମଲ୍ଲିକ ।  ଫେବୃଆରୀ ୧୪ରୁ ୧୬ ଯାଏଁ ହେବ ସମାବେଶ । ବରମୁଣ୍ଡା ବିଜୁ ପଟ୍ଟନାୟକ ପଡିଆରେ କାଯ୍ୟକ୍ରମ ହେବ । ଏହି ସମାବେଶକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଏଥିରେ ସାମିଲ ହେବେ ୮, ୧୬୪ ଜଣ ଚାଷୀ ଓ ପଶୁ ପାଳକ । ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହେବ । ଆଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ସଚେତନତା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking