30.1 C
Bhubaneswar
Monday, October 21, 2024
Homeଅପରାଧପ୍ରଥମେ ନାବାଳିକାକୁ ଦୁଷ୍କର୍ମ ଆଉ ତାପରେ....

ପ୍ରଥମେ ନାବାଳିକାକୁ ଦୁଷ୍କର୍ମ ଆଉ ତାପରେ….

ପାଟନାବିହାରରେ ଲୋମହର୍ଷଣକାରୀ ଘଟଣା । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଲେ ଯୌନ ପିପାସୁ । ହତ୍ୟା କରି ଆମ୍ବ ଗଛରେ ଟାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି । ବିହାରର ପର୍ନିଆରେ ଏହି ବର୍ବର କାଣ୍ଡ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ 48 ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତ ନିକଟରେ ପହଞ୍ଚିବାରେ ବିଫଳ ରହିଛି ପୋଲିସ ।

ସୂଚନା ଅନୁସାରେ, ଗତ 2 ଦିନ ପୂର୍ବରୁ ଏକ ଆମ୍ବ ଗଛରେ 14 ବର୍ଷୀୟ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁର୍ନିଆର ଅମୋର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ନେଇ ଅମୋର ଥାନା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking