27.1 C
Bhubaneswar
Saturday, July 27, 2024
Homeଓଡିଶାଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୩ ଆହତ

ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ: ୩ ଆହତ

କଟକ : କଟକ ପିଠାପୁର ତାରାଚାନ୍ଦପାଟଣା ଅଞ୍ଚଳରେ ଅଘଟଣ। ଏଲ୍‌ପିଜି ଗ୍ୟାସ୍ ଲିକ୍‌ରୁ ଅଗ୍ନିକାଣ୍ଡ, ପରିବାରର ୩ ଆହତ। ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଘରେ ଏଲପିଜି ଗ୍ୟାସ ଲିକ ହେବାରୁ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ୩ ଜଣ ମହିଳା ଆହତ ହୋଇଛନ୍ତି। ଆହତ ହୋଇଥିବା ମହିଳାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking