25.8 C
Bhubaneswar
Saturday, July 27, 2024
Homeଓଡିଶାକଟକ ଭରତିଆ ଟାୱାରରେ ନିଆଁ

କଟକ ଭରତିଆ ଟାୱାରରେ ନିଆଁ

କଟକ : କଟକ ଭରତିଆ ଟାୱାରରେ ଲାଗିଲା ନିଆଁ । ବିଲଡିଂର ଷଷ୍ଠ ମହଲାରେ ଲାଗିଛି ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଂଚିଲା ଅଗ୍ନିଶମ ବାହିନୀ । ନିୟନ୍ତ୍ରଣ ପାଇଁ ଉଦ୍ୟମ । ବାଦାମବାଡି ବସଷ୍ଟାଣ୍ଡ ଉପରେ ରହିଛି ଭରତିଆ ଟାୱାର ।

ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking