ଭୁବନେଶ୍ୱର: ଖୋଲାରେ ଅଳିଆ ପକାଇଲେ ଫାଇନ୍ କାଟିବ ବିଏମ୍ସି ବୋଲି ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତା କୁଲେଙ୍ଗା । ରାସ୍ତା ଉପରେ ଅଳିଆ ପକାଇଲେୂ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ରହିଛି । ଖିଲାପ କଲେ ଦୋକାନୀଙ୍କ ଉପରେ ଫାଇନ୍ କାଟିବ ବିଏମ୍ସି ।