28.1 C
Bhubaneswar
Sunday, September 8, 2024
Homeଓଡିଶାଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ

ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ତେବେ ଟିକେଟକୁ ନେଇ ଏବେ ବିଜେଡିରେ ଧୀରେ ଧୀରେ କନ୍ଦଳ ବଢିବାରେ ଲାଗିଛି । ଏହାରି ଭିତରେ ବଢିଲା ମଧ୍ୟ-ଭୁବନେଶ୍ୱର କଳି ।

ବିଧାୟକ ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହୋଇଛନ୍ତି ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଓ କର୍ମୀ । ସେମାନଙ୍କ ଗୋଟିଏ ଦାବି ଅନନ୍ତଙ୍କ ବଦଳରେ ଅମରେଶ ଜେନାଙ୍କୁ ଟିକେଟ ଦିଆଯାଉ।

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ସୁକାନ୍ତ ନାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking