15.1 C
Bhubaneswar
Tuesday, December 16, 2025
Homeଓଡିଶାଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ନୂଆପଡା: ମହିଳା ମାଓବାଦୀ  ବଛେଲା ଅଟାମି ଓରଫ ଜାନସୀ ଆତ୍ମସମର୍ପଣ କରିଛନ୍ତି ।ଗରିଆବନ୍ଧ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜାନସୀ । ଜାନସୀଙ୍କ ମୁଣ୍ଡ ପାଇଁ  ଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି । ନଭରୀ ଏରିଆ ମାଓ ସଂଗଠନର ସକ୍ରିୟା ସଦସ୍ୟା ଜାନସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking