20.1 C
Bhubaneswar
Saturday, November 16, 2024
Homeଓଡିଶାଜନ୍ମଦିନ ପାଳିଲେ ବାବୁସାନ, ଆସିଲେନି ପତ୍ନୀ ତୃପ୍ତି

ଜନ୍ମଦିନ ପାଳିଲେ ବାବୁସାନ, ଆସିଲେନି ପତ୍ନୀ ତୃପ୍ତି

ଭୁବନେଶ୍ୱର : ଜନ୍ମଦିନ ପାଳିଲେ ବାବୁସାନ, ଆସିଲେନି ତୃପ୍ତି । ଫ୍ୟାନ୍‌ମାନଙ୍କ ଗହଣରେ ନିଜର ଜନ୍ମଦିନ ପାଳିଲେ ବାବୁସାନ । ଭୁବନେଶ୍ୱର ଜଗନ୍ନାଥ ବିହାରସ୍ଥିତ ଘରେ ଜନ୍ମଦିନ ପାଳିଲେ । ଏହି ଜନ୍ମ ଦିନରେ ମା’ ଅପରାଜିତା ମହାନ୍ତି ଓ ଅନ୍ୟ କଳାକାର ମଧ୍ୟ ଉପସ୍ଥିତ ଥିଲେ । ଜନ୍ମଦିନ ପାଳନ ଉତ୍ସବକୁ ଆସିଲେନି ପତ୍ନୀ ତୃପ୍ତି ଶତପଥୀ । ଜନ୍ମଦିନ ପାଳନରେ ଉପସ୍ଥିତ ଥିଲେ ତୃପ୍ତିଙ୍କ ବାପା ଲଳିତ ଶତପଥୀ । ପତ୍ନୀ ତୃପ୍ତି ନଆସିବା ସମ୍ପର୍କରେ ବାବୁସାନ ପ୍ରତିକ୍ର୍ରିୟା । ‘ଜନ୍ମଦିନ ପାଳନ ଲାଗି ସିନା ଆସିଲେନି, କିନ୍ତୁ ମୋ ମନରେ ସବୁବେଳେ ଅଛନ୍ତି ।’

ତୃପ୍ତିଙ୍କ ସହ ଫୋନରେ କଥା ହୋଇଛନ୍ତି ବାବୁସାନ । ଏହି କଥାବାର୍ତ୍ତା ସମୟରେ ତୃପ୍ତି ବାବୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ରାତି ଅଧରେ ନିଜ ପରିବାର ସହ ବାବୁ ଜନ୍ମଦିନ ପାଳନ କରୁଥିବା ବେଳେ ତୃପ୍ତିଙ୍କୁ ଭିଡିଓ କଲ କରିଥିଲେ । ମାତ୍ର ତୃପ୍ତି କଲ ଉଠାଇ ନଥିଲେ । ପ୍ରକୃତିଙ୍କ ସହ ବାବୁଙ୍କ ସମ୍ପର୍କ କାରଣରୁ ତୃପ୍ତି ବାବୁଙ୍କ ଉପରେ ଅଭିମାନ କରି କଥା ହୋଇ ନଥିଲେ । କେବଳ ପୁଅ ଗୁହାନ ସହ ବାବୁଙ୍କ କଥା କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking