26.1 C
Bhubaneswar
Friday, May 1, 2026
Homeଓଡିଶା୩ ଦିନର ଶିଶୁକନ୍ୟାକୁ ବିକିଦେଲା ବାପା!

୩ ଦିନର ଶିଶୁକନ୍ୟାକୁ ବିକିଦେଲା ବାପା!

ବାସୁଦେବପୁର: ୩ ଦିନର ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ ହୋଇଛି। ଦ୍ବିତୀୟ ସନ୍ତାନ ବି ଝିଅ ହେବାରୁ ବାପା ବିକ୍ରି କରିଥିବା ଅଭିଯୋଗ ହୋଇଛି। ହରିଦା ବିନାୟକପୁର ପଞ୍ଚାୟତ ବଡ଼ ମଳିକ ସାହି ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ଶିଶୁକନ୍ୟା ଘରେ ନଥିବାରୁ ଅଙ୍ଗନବାଡ଼ି କର୍ମୀ ସନ୍ଦେହ କରିଥିଲେ। ବାପାକୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶିଶୁକନ୍ୟାକୁ ବିକ୍ରି ନେଇ ପଡ଼ୋଶୀ ସୂଚନା ଦେଇଥିବା କହିଲେ ଅଙ୍ଗନବାଡ଼ି କର୍ମୀ। ପରେ ଶିଶୁକନ୍ୟାକୁ ତିହିଡ଼ିର ଜଣେ ବ୍ୟକ୍ତିଙ୍କୁ ଦେଇଥିବା ସ୍ବୀକାର କଲେ ବାପା। ଏନେଇ ଚାଇଲ୍ଡ ହେଲ୍‌ପ ଲାଇନ୍ ନିକଟରେ ଅଙ୍ଗନବାଡ଼ି କର୍ମୀ ଅଭିଯୋ କରିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking