ଅନୁଗୁଳ: ଦୁର୍ଘଟଣାରେ ବାପା ପୁଅ ମୃତ,ମାଆ ଓ ଝିଅ ଗୁରୁ୍ତର ଥିବା ଜଣାପଡିଛି । ଗୁରୁତର ମାଆ ଝିଅ ରେଡାଖୋଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହଣ୍ଡପା ଥାନା ସର୍ଗିପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତାହତମାନେ ବେଲ ପାହାଡ ଅଞ୍ଚଳର ହୋଇଥିବା ସୁଚନା ମିଳିିଛି । ମୃତାମୃତମାନେ ବେଲପାହାଡ ଅଞ୍ଚଳରେ ହୋଇଥିବା ସୂଚନା । ପୁରୀରୁ ଦର୍ଶନ ସାରୀ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ।