40.1 C
Bhubaneswar
Sunday, June 16, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଗୁରୁତର

ଆନ୍ଦନପୁରଆଗପଛ ହେଇଯାଉ ଥିବା ଭେଳେ ଘାଟି ରାସ୍ତାରେ ପରସ୍ପର ଧକ୍କା ହେଲା ଦୁଇ ବାଇକ। ଚାଲିଗଲା ୩ ସାଙ୍ଗଙ୍କ ଜୀବନ। କେନ୍ଦୁଝର ଜିଲ୍ଲାର ମହୁଲଡିହା ଥାନା ନର୍ଦା ଗାଁ ନିକଟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଘଟଣାରେ ମୃତକ ୩ ଜଣ ହେଲେ ହେଲେ ସ୍ଥାନୀୟ ଶାଳଚୁଆ ଗ୍ରାମର ଗଜେନ୍ଦ୍ର ନାୟକ, ବିବିତ ନାୟକ, ଶୁଭ ନାୟକ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭବ କରିଛି। ଅନ୍ୟପଟେ ଘଟଣାରେ ଗୁରୁତର ଦୁଇ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking