30.1 C
Bhubaneswar
Monday, June 2, 2025
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ବୃଦ୍ଧ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ବୃଦ୍ଧ ମୃତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ନୂଆ ବସଷ୍ଟାଣ୍ଡ ନିକଟରେ ଚାନ୍ଦବାଲି-କଟକ ରାଜ୍ୟ ରାଜପଥରେ ସୋମବାର ଦିବା ୧୦ ଘଟିକା ସମୟରେ ସଡ଼କ ଦୁର୍ଘଟଣା ଘଟି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ବିପରୀତ ଦିଗରୁ ଆସୁଥିବା ଏକ କାର୍ ସାଇକେଲ ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସାଇକେଲ ଚାଳକ ମୃତ୍ୟୁବରଣ କରିଛନ୍ତି।

ବାଲେଶ୍ବରରୁ ଆସୁଥିବା କାର ( ଓଡି-୦୧ ଏଚ-୯୯୯୮) ପାରାଦୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୧୩ ନମ୍ବର ୱାର୍ଡ ବାସିନ୍ଦା ସେକ୍ ଏକ୍ରାମ(୫୮) ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking