29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୩ ମୃତ

ଉତ୍ତରପ୍ରଦେଶ : ମଙ୍ଗଳବାର ଭୋର ସମୟରେ ଉତ୍ତରପ୍ରଦେଶର ଚିତ୍ରକୋଟରେ ଏକ ଅଟୋରେ କିଛି ଯାଉଥିଲେ ।ତଟି ଟ୍ରକ୍କୁ ଓଭରଟେକ କରିବା ସମୟରେ ଦ୍ରୁତ ଗତିରେ ଥିବା ଟ୍ରକ ଅଟକୁ ଧକ୍କା ଦେଇଥିଲା । ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲେ । ତେବେ ଏହି ଦୁର୍ଘଟଣା ଯୋଗୁ ଘଟଣା ସ୍ଥଳରେ ଅଟୋରେ ଯାଉଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇଜଣ ଆଖି ବୁଜିଛନ୍ତି । ଏଥିସହ ୩ ଜଣ ଆହତ ଥିବା ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି।ଏବେ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଅନ୍ୟପଟେ ଡମ୍ପର ଚାଳକ ଫେରାର ହୋଇଯାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking