27.1 C
Bhubaneswar
Sunday, September 8, 2024
Homeଓଡିଶାମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ, ଦୁଇ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧ ମୃତ, ଦୁଇ ଗୁରୁତର

ରାୟଗଡ଼ା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ହାଇୱା ତଳେ ଭାରସାମ୍ୟ ହରାଇ ପଶିଗଲା ବାଇକ୍ । ଯାହା ଫଳରେ ବାଇକରେ ବସିଥିବା ୩ ଜଣ ହାଇୱା ତଳେ ଚାପିହୋଇଯାଇଥିଲେ । ଏଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ଲକ୍ଷ୍ମୀନଗରରେ ଏହି ଦୁର୍ଘଟଣା ଘଟିଛି ।

ଏକ ହାଇୱା ତଳେ ଗୋଟିଏ ବାଇକ ପଶିଯାଇଥିଲା । ଏହାପରେ ପୁଲିସ ଓ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଗାଡିତଳୁ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ । ତେବେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଓ ଗୁରୁରତ ସମସ୍ତେ କଳାହାଣ୍ଡି ଜିଲ୍ଲା ଗୁଣୁପୁର ସାଇ ସୁରୁଣି ଗାଁର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking