34.2 C
Bhubaneswar
Friday, May 16, 2025
Homeଓଡିଶାତହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ

ତହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ

କାମାକ୍ଷାଗର: ପର୍ଜଙ୍ଗ ହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ । ତହସିଲଦାର ସି.ଏସ ପଟେଲଙ୍କ ମୁହଁ ଓ ମୁଣ୍ଡରେ ଗୁରୁତର ଆଘାତ । ଆକ୍ରମଣରେ ପର୍ଜଙ୍ଗ ଆର୍‌ଆଇ ଓ କନିଷ୍ଠ କିରାଣୀ ମଧ୍ୟ ଆହାତ । ଆହାତ ୩ ଜଣ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବେଆଇନ ମାଟି ଚାଲାଣ ବେଳେ ତହସିଲଦାରଙ୍କୁ ରେଡ୍ କରିଥିଲେ । ପଥରଖମ ଗାଁରୁ ନିକଟରେ କହସିଲାଦାରଙ୍କୁ ପିଟିଲେ ମାଫିଆ । ଘଟଣାସ୍ଥଳରେ ଏକ ଟ୍ରାକ୍ଟର ଜବତ କଲା ପୋଲିସ,ମାଫିଆ ଚମ୍ପଟ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking