37.1 C
Bhubaneswar
Saturday, May 18, 2024
Homeଓଡିଶାପକୁଡିରେ ବିଷ: ୩ ଗୁରୁତର

ପକୁଡିରେ ବିଷ: ୩ ଗୁରୁତର

ପଟ୍ଟାମୁଣ୍ଡାଇ: ବିଷଗୋଳା ପକୁଡି ଖାଇ ପରିବାରର ୩ ଅସୁସ୍ଥ । ଗୁରୁତର ଅସୁସ୍ଥ ବାପା ମାଆ ଓ ପୁଅକୁ କେନ୍ଦ୍ରପଡା ମେଡିକାଲକ ସ୍ଥାନାନ୍ତର । ଭୁଲବଶତଃ କୀଟନାଶକକୁ ବେସନରେ ଗୋଳି ପକୁଡି କରିଥିଲେ । ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପଳସିଂହା ଗାଁରେ ଅଭାବନୀୟ ଘଟଣା ।

ମାମୁଘର ଗାଁ ଫୋଖରୀରେ ବୁଡି ନାବାଳକ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking