ମାଲକାନଗିରି : ମାଲକାନଗିରିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ୩ ଜଣଙ୍କର ଜୀବନ ଚାଲିଯାଇଛି । ବସ ସହ ବାଇକ ମୁହାଁମୁହିଁ ହୋଇ ଧକ୍କା ହୋଇଠିଲା । ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏଭଳି ଘଟଣା ମାଲକାନଗିରି ଜିଲ୍ଲା ଏମଭି ୭ ଗାଁ ନିକଟରେ ଘଟିଛି ।