27.1 C
Bhubaneswar
Monday, October 19, 2026
Homeଓଡିଶାପାରଳାଖେମୁଣ୍ଡି କଲେଜ ରୋଡ୍‌ରେ ଅଟୋ ଧକ୍କା: ଚାଷୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି କଲେଜ ରୋଡ୍‌ରେ ଅଟୋ ଧକ୍କା: ଚାଷୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ। ପାରଳାଖେମୁଣ୍ଡି ସହର କଲେଜ ରୋଡରେ ଅଟୋ ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଉଛନ୍ତି କେରାଣ୍ଡି ଗ୍ରାମର ପିତାମ୍ବର ପାଣ୍ଡି। ଅମଳ ପରିବା ନେଇ ଏକ୍ସଲ ସାହାଯ୍ୟରେ ବଜାରକୁ ବିକ୍ରି ପାଇଁ ଯାଉଥିବା ବେଳେ ଅଟୋ ଧକ୍କାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking