ଭୁବନେଶ୍ବର: କମିଶନରେଟ୍ ପୋଲିସ ଅଧିକାରୀଙ୍କ ନାଁରେ ଫେକ୍ ଫେସ୍ବୁକ୍ ଆକାଉଣ୍ଟ । କମିଶନରେଟ୍ ପୋଲିସରେ କାର୍ଯ୍ୟରତ ACP ଭରତ ସାହୁଙ୍କ ନାଁରେ ଫେକ୍ ଆକାଉଣ୍ଟ । ଫେକ୍ ଆକାଉଣ୍ଟ କରି ପରିଚିତ ଲୋକଙ୍କୁ ମାଗିଲେ ଟଙ୍କା । ସାଇବର ଅପରାଧିଙ୍କ ପୁରୁଣା ଫଣ୍ଡା । CRPF ରେ ବଦଳି ଯୋଗୁ ଘର ସାମଗ୍ରୀ ଶସ୍ତାରେ ବିକ୍ରି ପାଇଁ ଅଫର ଦେଲେ । ସାମ୍ବାଦିକମାନଙ୍କ ନିକଟକୁ ଆସୁଛି ମେସେଜ ।