31.1 C
Bhubaneswar
Friday, March 29, 2024
Homeଓଡିଶାବଢିଲା MoU ଅବଧି, କମିଲା କୋଭିଡ ଶଯ୍ୟା

ବଢିଲା MoU ଅବଧି, କମିଲା କୋଭିଡ ଶଯ୍ୟା

ଭୁବନେଶ୍ୱର : କୋଭିଡ ଚିକିତ୍ସା ସେବା ଯୋଗାଉଥିବା ସଂସ୍ଥା ସହ ବଢିଛି MoU ଅବଧି । ଡିସେମ୍ବର ୩୧ ଯାଏଁ MoU ଅବଧି ବଢାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବୈଷୟିକ କମିଟିର ପରାମର୍ଶକ୍ରମେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ କେନ୍ଦ୍ରରେ ସାଧାରଣ ଶର୍ଯ୍ୟା କମାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଆଇସିୟୁ ଶର୍ଯ୍ୟା, ଡାଏଲିସିସ୍ ଓ ପ୍ରସୂତି ଗୃହ ସୁବିଧା ଜାରି ରହିବ । ଉପଯୁକ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking