29.1 C
Bhubaneswar
Sunday, May 19, 2024
Homeଓଡିଶାଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟ ଧରଣର ଅଦଳବଦଳ କରିଛନ୍ତି | ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି | ବିଜ୍ଞପ୍ତି ଅନୁସାରେ , ଜ୍ୟୋତିପ୍ରକାଶ ଦାସ  ହେଉଛନ୍ତି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି | ବୋର୍ଡ ସଭାପତି ଭବେ ଅତିରିକ୍ତ ଦାଇତ୍ୱ ତୁଲାଇବେ ଜ୍ୟୋତିପ୍ରକାଶ | ବୋର୍ଡ ସଭାପତି ରମାଶିଷ ହାଜରା ହେଲ ପ୍ରଣୀ ସମ୍ପଦ ନିର୍ଦେଶକ | ବିଜ୍ଞାନ ଓ ବୈଷୟିକ ବିଭାଗ ଯୁଗ୍ମ ସଚିବ ହେଲେ ୟେଦୁଲା ବିଜୟ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking