22.1 C
Bhubaneswar
Saturday, March 22, 2025
Homeଓଡିଶାବାରବାଟୀ: ଇଂଲଣ୍ଡର ଦ୍ୱିତୀୟ ୱିକେଟର ପତନ

ବାରବାଟୀ: ଇଂଲଣ୍ଡର ଦ୍ୱିତୀୟ ୱିକେଟର ପତନ

କଟକ : କଟକ ବାରବାଟୀରେ ଦିନିକିଆ ମ୍ୟାଚ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବାବେଳେ ଇଂଲଣ୍ଡର  ଦ୍ୱିତୀୟ ୱିକେଟର  ପତନ ଘଟିଛି । ପାଭିଲିୟନ ଫେରିଲେ ବେନ ଡକେଟ । ୬୫ ରନ କରି ଆଉଟ ହେଲେ ଡକେଟ । ବାରବାଟୀ  ବଡ ଲଢେଇ ।  ଟସ୍ ଜିତିଲା ଇଂଲଣ୍ଡ । ଫିଲ୍ଡିଂ କରିବ ଭାରତ। ଷ୍ଟାଡିୟମରେ ଲାଗିଲାଣି ଫ୍ୟାନଙ୍କ ଖଚାଖଚ ଭିଡ଼। ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି ।
ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking