26.1 C
Bhubaneswar
Saturday, October 19, 2024
Homeଅପରାଧକଟକରେ ଏନକାଉଣ୍ଟର; ଅପରାଧୀ ଦୀପକ ଆହତ

କଟକରେ ଏନକାଉଣ୍ଟର; ଅପରାଧୀ ଦୀପକ ଆହତ

କଟକ : କଟକରେ ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ଆହତ । ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ସ୍ପେଶାଲ ସ୍କ୍ୱାଡର ଏନକାଉଣ୍ଟର । ଦୀପକର ବାମ ଗୋଡ଼ିରେ ବାଜିଛି ଗୁଳି । ବିଡ଼ାନାସୀ ଭୁଆଶୁଣିଗଡ଼ାରେ ଗୁଳି ବିନିମୟବେଳେ ଆହତ ହୋଇଛି । ତାଠୁ ବନ୍ଧୁକ ଜବତ ହୋଇଛି । ଆହତ ଅବସ୍ଥାରେ ଦୀପକକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । କଟକ ଡିସିପି ପିନାକ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି ।

ପିତା ସାଜିଲା ପିସାଚ; ନାବାଳିକା ଝିଅକୁ କରୁଥିଲା ଦୁଷ୍କର୍ମ, ସମର୍ଥନ କରୁଥିଲା ମା’!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking