କଟକ: ସାଂସଦ ତଥା ଅଭିନେତା ଅନୁଭବ ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦରେ କୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ତେବେ ମାମଲାର ଶୁଣାଣି ଶେଷ କରିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କର ଏକ ପୋଷ୍ଟକୁ ନେଇ ବର୍ଷା ଏହି ମାମଲା ରୁଜୁ କରିଥିଲେ । ଯାହାର ଶୁଣାଣି ହେବା ପରେ ରାୟ ସଂରକ୍ଷିତ ହୋଇ ରହିଛି ।