26.1 C
Bhubaneswar
Friday, March 29, 2024
Homeଓଡିଶାଅନୁଭବ-ବର୍ଷା ପାରିବାରିକ ବିବାଦ; ରାୟ ସଂରକ୍ଷିତ ରଖିଲେ ମାନ୍ୟବର କୋର୍ଟ

ଅନୁଭବ-ବର୍ଷା ପାରିବାରିକ ବିବାଦ; ରାୟ ସଂରକ୍ଷିତ ରଖିଲେ ମାନ୍ୟବର କୋର୍ଟ

କଟକ: ସାଂସଦ ତଥା ଅଭିନେତା ଅନୁଭବ ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦରେ କୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ତେବେ ମାମଲାର ଶୁଣାଣି ଶେଷ କରିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ସୋସିଆଲ ମିଡିଆରେ ଅନୁଭବ ମହାନ୍‌ତିଙ୍କର ଏକ ପୋଷ୍ଟକୁ ନେଇ ବର୍ଷା ଏହି ମାମଲା ରୁଜୁ କରିଥିଲେ । ଯାହାର ଶୁଣାଣି ହେବା ପରେ ରାୟ ସଂରକ୍ଷିତ ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking