ନୂଆଦିଲ୍ଲୀ:ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ଆଡଭାଇଜରି ଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ ।ତତ୍କାଳ ଖାରକିଭ୍ ଛାଡ଼ିବାକୁ କହିଲାଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭାଇଜରି । ବୈଦେଶିକ ମନ୍ତ୍ରାଳୟ ଜରୁରୀକାଳୀନ ଆଡଭାଇଜରି ଜାରି କରିଛି । ତତ୍କାଳ ଖାରକିଭ୍ ଛାଡ଼ିବାକୁ କହିଲା ବିଦେଶ ମନ୍ତ୍ରାଳୟ । ଏମଇଏ ପକ୍ଷରୁ କୁହାଯାଇଛି ଯେ, ଅତିଶୀଘ୍ର ଖାରକିଭ୍ ଛାଡ଼ିଦିଅନ୍ତୁ ଭାରତୀୟ । ଖାରକିଭ୍ ଛାଡି ପେସୋଚୀନ୍, ବାବାଏ ପହଞ୍ଚିବାକୁ ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି ।ବେଜିଲୁଡୋବାକାରେ ଭାରତୀୟ ନାଗରିକଙ୍କୁ ପହଞ୍ଚିବାକୁ କୁହାଯାଇଛି ।